୫ପ୍ରସ୍ତାବରେ କ୍ୟାବିନେଟ ମୋହର


୫ପ୍ରସ୍ତାବରେ କ୍ୟାବିନେଟ ମୋହର।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଶେଷ। ୨ଟି ବିଭାଗର ୫ଟି ପ୍ରସ୍ତାବରେ ବାଜିଲା ମୋହର। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍‌ଣ୍ଡିଙ୍କ ସୂଚନା।


error: Content is protected !!