ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ


ଆଜି ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ ହୋଇଛି l କିନ୍ତୁ ମୃତ କୁଳମଣି ବରାଳ ଙ୍କର କନିଷ୍ଠ ପୁତ୍ର ରଞ୍ଜିତ ବରାଳ ଙ୍କର ଶୁଣାଣି ଆସନ୍ତା ୧୩ ତାରିଖକୁ ଘୁଞ୍ଚିଲା।ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ପ୍ରତାପ।୩୦୨ରେ ମାମଲା ଚାଲୁ ପାଇଁ ତଳକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ l


error: Content is protected !!