ନୂଆଦିଲ୍ଲୀ : ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ । ଏହାସହ ବାକି ୪ ରାଜ୍ୟର ମଧ୍ୟ ସେହିଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଆସିଛି ବୁଥ୍ ବାହୁଡ଼ା ମତ । ଯାହା ବିଜେପି ସପକ୍ଷରେ ଯାଇଛି । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିରୋଧୀମାନେ ମତ ରଖିଛନ୍ତି କି, ଏଗଜିଟ୍ ପୋଲ୍ ଏଗଜାଟ୍ ପୋଲ ନୁହେଁ ।
ପଶ୍ଚିମବଙ୍ଗରେ ପୁଣିଥରେ ମମତା ସରକାର ଗଠନ କରିବେ ବୋଲି ଯୁକ୍ତି ବାଢ଼ିଛନ୍ତି । ତେବେ ଏହି ଏଗଜିଟ୍ ପୋଲ୍ ରିପୋର୍ଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ ସଞ୍ଜୟ ରାଉତ ।
ସେ କହିଛନ୍ତି କି, “କୌଣସିବିଚଳିତସ୍ଥିତିନାହିଁ।ପଶ୍ଚିମବଙ୍ଗରେମମତାଦିଦିବିପୁଳସଂଖ୍ୟାଗରିଷ୍ଠତାହାସଲ କରିବେ ।ଏହାସହକେରଳରେକଂଗ୍ରେସନେତୃତ୍ୱାଧୀନମୋର୍ଚ୍ଚାଜିତିବା ସହତାମିଲନାଡୁରେଏମକେଷ୍ଟାଲିନଙ୍କନେତୃତ୍ୱରେଡିଏମକେପୁଣିଥରେ ସରକାର ଗଠନ କରିବ। ସେପଟେଆସାମରେଏକକଡ଼ାପ୍ରତିଯୋଗିତାହେବାସହ ପୁଡୁଚେରୀରେ କଂଗ୍ରେସ ମେଣ୍ଟ ସରକାର ଗଠନ କରିବ ।
ସଞ୍ଜୟ ରାଉତପ୍ରତିକ୍ରିୟାଦେଇକହିଛନ୍ତି, “ନିର୍ବାଚନପାଇଁପୂର୍ବରୁ 250,000 ଅର୍ଦ୍ଧସାମରିକବାହିନୀନିୟୋଜିତହୋଇସାରିଛି ।ଯଦି 700 କମ୍ପାନୀନିୟୋଜିତହୋଇସାରିଛି, ତେବେଏହାରଅର୍ଥହେଉଛିସରକାରମମତାଦିଦିଙ୍କସପକ୍ଷରେକୌଣସିନିଷ୍ପତ୍ତିଗ୍ରହଣକରିବାକୁରାଜିନୁହଁନ୍ତି।ଏହାଜୋରଜବରଦସ୍ତଇଭିଏମଜବତକରିବାକୁଏବଂନିଷ୍ପତ୍ତିପରିବର୍ତ୍ତନକରିବାକୁଚାହୁଁଛି।”

More Stories
ଓଡ଼ିଆ ପକ୍ଷ: ପିପିଲି ରାଜପଥରେ ଓଡ଼ିଶାର ଲୋକକଳାର ମହାକୁମ୍ଭ |
୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜେଡ଼ି