ନୂଆଦିଲ୍ଲୀ: ମୃତ ଭଉଣୀଙ୍କ ସଂଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରାଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତମାନ ସବୁଠି ଆଲୋଚନାର ବିଷୟ। ଏବେ ଫିଜିକ୍ସ ୱାଲା ଏବଂ ବିଶ୍ୱବିଦ୍ୟାଳୟର ସିଇଓ ଅଳଖ ପାଣ୍ଡେ ଜିତୁ ମୁଣ୍ଡାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଜିତୁଙ୍କୁ ଅନଲାଇନରେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଦୁଇ ପୂର୍ବତନ କଂଗ୍ରେସ ପିସିସି ସଭାପତି ମଧ୍ୟ ବ୍ୟାଙ୍କ ପରିଦର୍ଶନ କରି ଜିତୁ ମୁଣ୍ଡାଙ୍କୁ ୨୪,୦୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଜିତୁ ମୁଣ୍ଡା ମୃତ ଭଉଣୀର ଜମାଟଙ୍କା ପାଇଁ ବ୍ୟାଙ୍କ ଦ୍ୱାରା ଅପମାନିତ ହୋଇଥିଲେ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର