କଂଗ୍ରେସ ଟିକେଟ୍‌ ପାଇଁ ଅନଲାଇନ ଆବେଦନ ଆରମ୍ଭ ୨୦୨୪


ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବାକୁ ଅନଲାଇନ ଆବେଦନ।ୱେବସାଇଟ ଲଞ୍ଚ କଲା ରାଜ୍ୟ କଂଗ୍ରେସ।www.ପ୍ରଗମନ.ଇନରେ ଆବେଦନ କରିପାରିବେ।MLA ଓ MP ପ୍ରାର୍ଥୀ ପାଇଁ ଆବେଦନ କରିପାରିବେ।ଆଜିଠାରୁ ଫେବ୍ରୁଆରା ୧୧ ଯାଏ ଚାଲିବ ଆବେଦନ କଂଗ୍ରେସ ପ୍ରଭାରୀଙ୍କ ସୂଚନା।


error: Content is protected !!