ମୋ ସେନା ଉପରେ ମୋ ଭରସା ମୋଦି


ମୋ ସେନା ଉପରେ ମୋ ଭରସା: ମୋଦି।ଆତଙ୍କବାଦ , ନକ୍ସଲବାଦ ସରି ସରି ଆସୁଛି କହିଲେ ପ୍ରଧାନମନ୍ତ୍ରୀ।ଆଉ ମାତ୍ର ଅଳ୍ପ କିଛି ଅଞ୍ଚଳରେ ଆତଙ୍କବାଦ , ନକ୍ସଲବାଦ ରହିଛି।ମୋ ସେନା ଉପରେ ମୋର ଅଖଣ୍ଡ ଭରସା ରହିଛି- ମୋଦି।ମୋ ସେନାର ମନୋବଳ ଭାଙ୍ଗିବାକୁ ବ୍ୟର୍ଥ ପ୍ରୟାସ କରନି।


error: Content is protected !!