ବୁଣାକାରଙ୍କ ସହାୟତା ରାଶି ବଢ଼ିଲା


ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସହାୟତା ରାଶି ବଢ଼ିଲା।ଏଣିକି ମାସକୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ପାଇବେ।ବୁଣାକାର, ବୁଣା ସହାୟକ, ହସ୍ତଶିଳ୍ପ କାରିଗର ବର୍ଦ୍ଧିତ ରାଶି ପାଇବେ।ବୟସ ୮୦ ଟପିଥିଲେ ମାସକୁ ୨୫ ଶହ ସହାୟତା ରାଶି ପାଇବେ।ଚଳିତ ଫେବ୍ରୁଆରୀ ୨୦ରୁ ୨୫ ଭିତରେ ବର୍ଦ୍ଧିତ ସହାୟତା ପାଇବେ।ଖୁବ ଶୀଘ୍ର ନୂଆ ହିତାଧିକାରୀ ଚୟନ କରାଯାଇ ସହାୟତା ଦିଆଯିବ।


error: Content is protected !!