ଆଜିଠୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା


ସକାଳ ୧୦ଟା ୩୦ରୁ ୨ ଘଣ୍ଟା ଯାଏ ହେବ ପରୀକ୍ଷା।ଦେଶରେ ପରୀକ୍ଷା ଦେଉଛନ୍ତି ୪୦ ଲକ୍ଷ ଛାତ୍ରଛାତ୍ରୀ।୧୩ ମାର୍ଚରେ ସରିବ ଦଶମ ଶ୍ରେଣୀ ପରୀକ୍ଷା।+୨ ପିଲାଙ୍କର ଏପ୍ରିଲ ୨ରେ ସରିବ ପରୀକ୍ଷା।


error: Content is protected !!