ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକରୀ


କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆସୁଛନ୍ତି।ଭୁବନେଶ୍ବରରେ ପହଞ୍ଚି ସିଧା ପୁରୀ ଯିବେ ନୀତିନ।ସିଦ୍ଧମହାବୀର ରେଳ ଓଭରବ୍ରିଜର କରିବେ ଶିଳାନ୍ୟାସ।ଅପରାହ୍ନରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ।


error: Content is protected !!