ଆଜି ଅଶ୍ବିନୀ ବୈଷ୍ଣବଙ୍କ ନାମାଙ୍କନ


ଆଜି ଅଶ୍ବିନୀ ବୈଷ୍ଣବଙ୍କ ନାମାଙ୍କନ।ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନାମାଙ୍କନ ପୂର୍ବରୁ ଗତକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ।


error: Content is protected !!