ରୋହିତ ବିଶ୍ବକପ୍‌ ଟିମ୍‌ ଅଧିନାୟକ


ରୋହିତ ଶର୍ମା ହେବେ ଟି-୨୦ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରାଜକୋଟରେ ବିସିସିଆଇ ସଂପାଦକ ଜୟ ଶାହଙ୍କ ସୂଚନା।ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଖେଳାଯିବ ଟି-୨୦ ବିଶ୍ବକପ୍‌।


error: Content is protected !!