ଭିଜିଲାନ୍ସ ଜାଲରେ ବୌଦ୍ଧ RTO, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ରେଡ୍


ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ RTO । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ RTO ବସନ୍ତ କୁମାର ମହାପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍। କେବଳ ଭୁବନେଶ୍ବରର ୬ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ ଓ ଗଞ୍ଜାମରେ ମଧ୍ୟ ଚାଲିଛି ଚଢ଼ାଉ । ଭଞ୍ଜନଗରରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟ ଙ୍କ ଘର ଓ ବୌଦ୍ଧ ସ୍ଥିତ ଭଡାଘରେ ଚାଲିଛି ଚଢାଉ ।ରେଡରେ ୨ଜଣ ଅତିରିକ୍ତ DSP, ୬ DSP ଓ ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।


error: Content is protected !!