ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି


ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ଇଡିର ଚଢ଼ାଉ ନେଇ ଶେଷରେ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। କହିଛନ୍ତି , ମୁଁ କୌଣସି ଚୋରି କରିନାହିଁ।


error: Content is protected !!