କ୍ରିକେଟ କ୍ଳବର ଦ୍ୱିତୀୟ ବାର୍ଷିକ ଟ୍ରୁନାମେଣ୍ଟ


ବାଲିପାଟଣା.ବାଲିପାଟଣା ବ୍ଲକ ଅନ୍ତର୍ଗତ ମକୁନ୍ଦଦାସ ପୁର ପଞ୍ଚାୟତ ର ଅଛୁତ ପୁର ଗ୍ରାମ ର ଅଛୁତ ପୁର କ୍ରିକେଟ କ୍ଳବ ତାର ଦ୍ୱିତୀୟ ବାର୍ଷିକ ଟ୍ରୁନାମେଣ୍ଟ ଆୟୋଜିତ କରାଯାଇଥିଲା. ମୁଖ୍ୟ ଅତିଥି ଭାବରେ ଜୟଦେବ ର ବିଜେଡି ନାରୀ ନେତ୍ରୀ ଅତି ପ୍ରିୟ ସୌଭାଗ୍ୟଲଷ୍ମୀ ସୁଭଦର୍ଶନୀ ସମେତ ସୁମଣା ପଞ୍ଚାୟତ ର ସମିତି ସଭ୍ୟ ଶୈଳେନ୍ଦୁ ଦାଶ (ଶିଲୁ ଭାଇନା )ଓ ସରପଞ୍ଚ ନର୍ଗିସୀ ବେଗମ ଯୋଗଦାନ ଦେଇଥିଲେ ତାତସହିତ ଭାକରସାହି ସମିତି ସଭ୍ୟ ଓ ସରପଞ୍ଚ. ଆଠନ୍ତର ସରପଞ୍ଚ. ରାଜସ୍ ସମିତି ସଭ୍ୟା. ଆଳିସୀ ସରପଞ୍ଚ. ଦେଉଳି ଧଳ ପୁର ନାୟବ ସରପଞ୍ଚ ସମସ୍ତେ ଯୋଗଦାନ ଦେଇଥିଲେ. ଅତିଥି ମାନଙ୍କୁ ଅଛୁତପୁର କ୍ଳବ ତରଫରୁ ଉତ୍ତରୀୟ ଦେଇ ସନମାନ କରିଥିଲେ ସମସ୍ତେ ଅତିଥି ତାଙ୍କ ବକ୍ତେବ ରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଉଜ୍ବଳ କାମନା ଜଣାଇ ଦେଇଥିଲେ।


error: Content is protected !!