ସ୍ୱାମୀର ବେକ କାଟିଲା ସ୍ତ୍ରୀ


ଆସିକା: ପାରିବାରିକ କଳହରୁ ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ।ଧରାକୋଟ ଥାନା ବରିଗୁଡ଼ା ଗାଁର ଘଟଣା।ଗୁରୁତର ଅବସ୍ଥାରେ ଯୁବକ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର।


error: Content is protected !!