ଭାରସାମ୍ୟ ହରାଇ ବିଲକୁ ମାଡ଼ିଗଲା ବସ୍‌; ୩ ଆହତ


ଦଶପଲ୍ଲା: ଭାରସାମ୍ୟ ହରାଇ ବିଲକୁ ମାଡ଼ିଗଲା ବସ୍‌; ୩ ଆହତବାଣୀଗୋଛା ଥାନା ଶାଳଭଙ୍ଗା ନିକଟରେ ଦୁର୍ଘଟଣା।ଡ୍ରାଇଭର ସହ ୩ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି।ଗଂଜାମରୁ ୪୫ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ା ଯାଉଥିବା ବସ୍‌।


error: Content is protected !!