ବସ୍‌କୁ ଧକ୍କା ଦେଲା ଡମ୍ପର, ୨ ଆହତ


କାମାକ୍ଷାନଗର: ବସ୍‌କୁ ଧକ୍କା ଦେଲା ଡମ୍ପର, ୨ ଆହତ।ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜରେ ଦୁର୍ଘଟଣା।ଷ୍ଟିୟରିଂ ଛିଡ଼ିଯିବାରୁ ବସ୍‌କୁ ଧକ୍କା ଦେଲା ଡମ୍ପର।ବସ୍‌ଟି ଟାଟା ମାଇନ୍ସରୁ ଭୁବନେଶ୍ବର ଯାଉଥିଲା।


error: Content is protected !!