ପୁରୀ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର


ପୁରୀ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର।ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ।ପିପିପି ମୋଡ୍‌ରେ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ।ଇଡ୍‌କୋ ପକ୍ଷରୁ ଟେଣ୍ଡର ଆହ୍ୱାନ, ୧୦୯୫ ଦିନରେ ସରିବ କାମ।୨୧ରୁ ଅନଲାଇନରେ ଟେଣ୍ଡର, ୨୧ ଏପ୍ରିଲରେ ଖୋଲାଯିବ ଟେଣ୍ଡର।


error: Content is protected !!