ଯୋରନ୍ଦା ମେଳା


ପବିତ୍ର ଯୋରନ୍ଦା ମେଳା ଅବସରରେ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ମହିମା ଗାଦି ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ଶ୍ରୀ ସାରଦା ପ୍ରଧାନ।ଏହି ପ୍ରସିଦ୍ଧ ମେଳାରେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଏବଂ ଭକ୍ତ ମାନେ ରାଜ୍ୟରୁ ତଥା ରାଜ୍ୟ ବାହାରୁ ଆସି ବହୁସଂଖ୍ୟାରେ ଯୋଗଦିଅନ୍ତ।


error: Content is protected !!