ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର


ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର।ରାଜେଶ ପ୍ରଭାକର ପାଟିଲ ହେଲେ ବିଏମ୍‌ସି କମିଶନର।ନୂଆ ବିଏମ୍‌ସି କମିଶନର ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି।ବର୍ତ୍ତମାନର କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯିବେ।


error: Content is protected !!