ପିଲା ପାଇବେ ଗ୍ରେସମାର୍କ


CHSE ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକଙ୍କ ସୂଚନା।ମୋଟ ୧୯ ନମ୍ବର ଚଏସ୍‌ ଡେଫିସିଟ୍‌ ରହିଛି। ପରୀକ୍ଷା ନିୟନ୍ତ୍ରକ।ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ।ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ।ଯେତିକି ଚଏସ ଡେଫିସିଟ୍‌ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ, ପୂରା ମାର୍କ ପାଇବେ।ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍‌ ମାର୍କ ମିଳିବ ନାହିଁ।ଗୋଟିଏ ପ୍ରଶ୍ନ ଆଉଟ ଅଫ୍‌ ସିଲାବସ୍‌; ତାହାର ପୂରା ମାର୍କ ସମସ୍ତେ ପାଇବେ।


error: Content is protected !!