ଆଜି ନୂଆ ବାରବାଟୀ ପାଇଁ ହେବ ଭିତ୍ତିପ୍ରସ୍ତର ସ୍ଥାପନ


ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ।୨୦ ହଜାର ଦର୍ଶକ ଦେଖିବା ପରି ବ୍ୟବସ୍ଥା କରିଛି OCA।


error: Content is protected !!