ଆଜି ରାଜ୍ୟସଭା ନିର୍ବାଚନ


୩ ରାଜ୍ୟର ୧୫ଟି ଆସନ ପାଇଁ ହେବ ନିର୍ବାଚନ।ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ।ଅପରାହ୍ନ ୫ଟାରେ ହେବ ଭୋଟ ଗଣତି।ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ୪୧ ପ୍ରାର୍ଥୀ।ଓଡ଼ିଶାର ୩ଜଣ ପ୍ରାର୍ଥୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ।


error: Content is protected !!