ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ।ମୟୂରଭଂଜ ଜିଲ୍ଲାପାଳ ଆଶିଷ ଠାକରେ ହେଲେ ବାଲେଶ୍ବର ଜିଲ୍ଲାପାଳ।ପୁରୀ ଜିଲ୍ଲାପାଳ ବିଜୟ ଦାଶ ହେଲେ କଟକ ମହାନଗର କମିଶନର।କଟକ କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ପୁରୀ ଜିଲ୍ଲାପାଳ।ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ହେଲେ ମୟୂରଭଂଜ ଜିଲ୍ଲାପାଳ।


error: Content is protected !!