ସତ୍ୟବାଦୀ କଳି


ଶଙ୍ଖ ଭବନରେ ସମାଧାନ ହେଲାନି ‘ସତ୍ୟବାଦୀ’ କଳି।ନବୀନ ନିବାସ ଗଲେ ସଂଜୟ ଦାସବର୍ମା ଏବଂ ଉମା ସାମନ୍ତରାୟ।‘ସତ୍ୟବାଦୀ’ ଆସନରୁ ପ୍ରାର୍ଥିତ୍ୱକୁ ନେଇ ବିବାଦ ଦେଖାଦେଇଥିଲା।ଶଙ୍ଖ ଭବନରେ ବୈଠକ ପରେ ନବୀନ ନିବାସ ଗଲେ ଦୁଇ ନେତା।


error: Content is protected !!