ବାପା ତାଗିଦ୍ କରିବାରୁ ୧୭ ବର୍ଷୀୟ ପୁଅର ଆତ୍ମହତ୍ୟା


ବାପା ତାଗିଦ୍ କଲେ ବୋଲି।ସୋର: ବାପା ତାଗିଦ୍ କରିବାରୁ ୧୭ ବର୍ଷୀୟ ପୁଅର ଆତ୍ମହତ୍ୟା।ଆର୍ତ୍ତପୁର ପଞ୍ଚାୟତ ହଂସପାଟଣା ଗାଁରେ ଅଭାବନୀୟ ଘଟଣା।ସାନ ଭାଇ ସହ ବଲ୍ ପାଇଁ ଝଗଡ଼ା କରିବାରୁ ବାପା ତାଗିଦ କରିଥିଲେ।କିଛି ସମୟ ପରେ ଗାଁ ପାଖ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା।


error: Content is protected !!