ସମ୍ମାନଜନକ ଶବ୍ଦ ଶୁଣି ମୁଁ ଭାବୁଥିଲି ବୋଧହୁଏ ମିଶ୍ରଣ ପର୍ବରେ ଅମିତ ଶାହା ହୁଏତ ରହିପାରନ୍ତି।
ଅମିତ ଶାହା ନହେଲେ ନାହିଁ ଅନ୍ତତଃପକ୍ଷେ ଦଳର ଜାତୀୟ ସଭାପତି ନିତିନ ନବିନ ରହିପାରନ୍ତି।
କିନ୍ତୁ ଦେଖିଲା ବେଳକୁ ପାଳ , ତୋମାର , ସାମଲ ମେଳରେ ମିଶିଲେ ! 😍
ଇଆଡ଼େ କଟକ ବିଜେପିରେ ଅସମ୍ଭବ ନିରବତା।
ଜଣଙ୍କୁ ମଜ୍ଜାରେ ପଚାରି ଦେଲି ଭଲ ନେତାଟେ ପାଇଲ ତେଣୁ ବିମାନ ବନ୍ଦରରୁ ଝାଞ୍ଜିରୀମଙ୍ଗଳା ପର୍ଯ୍ୟନ୍ତ ଜମେଇକି ରାଲି ଟେ ହେଉ।
ଏତିକି ଶୁଣୁ ଶୁଣୁ ସକାଳୁ ମୋତେ ବହେ ଗାଳି ଦେଲା।

More Stories
ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି
ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ
ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ