ନଦୀରେ ବୁଡ଼ି ନାବାଳିକା ମୃତ


ରାୟଗଡ଼ା: ନାଗାବଳୀ ନଦୀରେ ବୁଡ଼ି ଜଣେ ନାବାଳିକା ମୃତ।ଆଉ ଜଣେ ନାବାଳିକା ବୁଡ଼ି ଯାଇ ନିଖୋଜ , ଖୋଜାଖୋଜି ଜାରି।ମୃତକ ଓ ନିଖୋଜ ନାବାଳିକା ଚାନ୍ଦିଲି ଥାନା ସାନ ଚାନ୍ଦିଲି ଗାଁର।


error: Content is protected !!