ଝରକା ଭାଙ୍ଗି ୧୭ଲକ୍ଷ ଲୁଟ୍‌


ରାଜଧାନୀରେ ମାତିଲେ ଝରକା ଭଙ୍ଗା ଚୋର ଗ୍ୟାଙ୍ଗ।ମଞ୍ଚେଶ୍ବର ଥାନା ପଳାଶୁଣୀ ପ୍ରାଚୀ ବିହାରରେ ଲୁଟ୍‌।୧୫ ଲକ୍ଷର ସୁନା ଗହଣା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌।ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଖୋଜୁଛି ମଞ୍ଚେଶ୍ବର ପୋଲିସ।


error: Content is protected !!