ପ୍ରଭାବ ପଡ଼ିବ ନାହିଁ


ସୁଧୀର BJPରେ ଅରବିନ୍ଦ ଢାଲି ମିଶିବା ନେଇ BJDର ପ୍ରତିକ୍ରିୟା।ବିଜେଡି ବିଧାୟକ ସୁଧୀର ସାମଲଙ୍କ ପ୍ରତିକ୍ରିୟା।ସେ କେଉଁ ଦଳରେ ମିଶିଲେ ମଧ୍ୟ ପ୍ରଭାବ ପଡିବ ନାହିଁ।ବିଜୟ ପାଇଁ ବିଜୁ ଜନତା ଦଳର ଟିକେଟ ହିଁ ହେଉଛି ଆୟୁଧ।CM ଏବଂ 5T ସଚିବଙ୍କ ବିକାଶ ମୂଳକ କାମ ହିଁ ହେଉଛି ଆୟୁଧ।


error: Content is protected !!