ପଦ୍ମ ଧରିବେ ପ୍ରେମାନନ୍ଦ ନାୟକ


ଆସନ୍ତାକାଲି BJPରେ ସାମିଲ ହୋଇପାରନ୍ତି ପ୍ରେମାନନ୍ଦ ନାୟକ ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ।ଏବେ ତେଲକୋଇରୁ ବିଧାୟକ ଅଛନ୍ତି ପ୍ରେମାନନ୍ଦ।


error: Content is protected !!