ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ଜିଲା ବିଜେଡି ସଭାପତି ହେବାପରେ ରାଜ୍ୟସରକାର ଙ୍କ ଉପରେ ବର୍ଷିଛନ୍ତି ।ଆସନ୍ତା 5 ତାରିଖରେ ଶୋଭାଯାତ୍ରା ସହ ବିଶାଳ ମହିଳା ସମାବେଶ ର କାର୍ଯ୍ୟକ୍ରମ ନେଇ ଦେଲେ ସୂଚନା। ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନି ଶୃଙ୍ଖଳା ପରିସ୍ଥିତି, ସେହିପରି ମହିଳା ନିର୍ଯାତନା, ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି, ଓ ଖୋର୍ଦ୍ଧା ର ବିକାଶ ନା ରେ ବ୍ୟାପକ ଦୃନୀତି ନେଇ ଆଣିଲେ ଅଭିଯୋଗ। 5 ତାରିଖରେ ହେବାକୁ ଥିବା ଏହି ବିଶାଳ ସମାବେଶ ରେ ହଜାର ହଜାର ମହିଳା ଙ୍କ ସମେତ ରାଜ୍ୟର ପ୍ରମୁଖ ନେତୃତ୍ୱ ଯୋଗ ଦେବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍