ପଞ୍ଚାୟତିରାଜ ଦିବସ


ଆଜି ହେଉଛି ମାର୍ଚ୍ଚ ୫ ତାରିଖ ଆଜି ପବିତ୍ର ପଞ୍ଚାୟତିରାଜ ଦିବସ ତଥା ଲୋକସେବା ଦିବସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କର ୧୦୮ ତମ ଜନ୍ମ ବାର୍ଷିକୀ l ଏହି ପବିତ୍ର ଦିବସ ର ମୂଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ଯ ହେଉଛି ସଶକ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ସୁଦୃଢ “ଓଡ଼ିଶା” ନିର୍ମାଣ କରିବା l


error: Content is protected !!