ଆଜି ବିଶ୍ୱ ପରିବେଶ ଦିବସ ଅବସର ରେ ଚନ୍ଦକା ୱାଇଲଡ ଲାଇଫ ଡିଭିଜନ ତରଫରୁ ଆମ ବାଳାଶ୍ରମ ର ପରିବେଶ କୁ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ଚନ୍ଦକା ସ୍ଥିତ ରାମକୃଷ୍ଣ ବାଳାଶ୍ରମ ଚାରି ପାଖରେ ପ୍ରାୟ ୧୦୦୦୦ ବୃକ୍ଷ ରୋପଣ କରାଯାଇଥିଲା l ଏହି ବୃହତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ରାମକୃଷ୍ଣ ବାଳାଶ୍ରମ ର ସମସ୍ତ ଅନ୍ତେବାସୀ ଭାଗନେବା ସହ ଏସିଏଫ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାନ୍ତି, ରେଞ୍ଜର ଶ୍ରୀଯୁକ୍ତ ଧ୍ୟାନ ଟୁଡୁ, ଫରେଷ୍ଟର ଶ୍ରୀଯୁକ୍ତ ବିଷ୍ଣୁ କୁମାର ପ୍ରଧାନ ଓ ଶ୍ରୀଯୁକ୍ତ ଆଦିତ୍ୟ ହାତୀ, ଫରେଷ୍ଟ ଗାର୍ଡ ଶ୍ରୀ ହରିହର ମହାରଣା, ଶ୍ରୀ ରାମଚନ୍ଦ୍ର ଦାସ, ଏସିଆନ କିଣ୍ଡୋ, ଆଲୋକ ବେହେରା ଓ ଶ୍ରୀମତୀ ବିନତା ଜେନା ପ୍ରମୁଖ ଉପସ୍ଥିତ ରହିବ ସହ ରାମକୃଷ୍ଣ ବାଳାଶ୍ରମ ର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ରାଉତ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍