DG ପାହ୍ୟାକୁ ଗଲେ ଲଳିତ,ସପ୍ନା


DG ପାହ୍ୟାକୁ ଗଲେ ଲଳିତ,ସପ୍ନା।DG ପାହ୍ୟାକୁ ୧୯୯୨ ବ୍ୟାଚ୍‌ର ୨ ବରିଷ୍ଠ ଆଇପିଏସ୍‌ଙ୍କ ପଦୋନ୍ନତି।ବରିଷ୍ଠ ଆଇପିଏସ୍‌ ଲଳିତ ଦାସ ଓ ସପ୍ନା ତିୱାରୀ ଡିଜି ପାହ୍ୟାକୁ ଗଲେ।ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ।ସପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।


error: Content is protected !!