ଆଜି ପବିତ୍ର ମହାଶିବରାତ୍ରୀ


ଆଜି ପବିତ୍ର ମହାଶିବରାତ୍ରୀ -ରାଜ୍ୟର ସବୁ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ -ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼-ବାବା ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି ଭକ୍ତ -ପୁରୀ ଲୋକନାଥ ପୀଠରେ ବି ଭିଡ଼ -ଆରଡ଼ି ପୀଠ, ବାବା ଧବଳେଶ୍ବରଙ୍କ ନିକଟରେ ବି ଗହଳି -ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା।


error: Content is protected !!