ବ୍ୟାଙ୍କ ଠକେଇ ମାମଲାରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ


ବ୍ୟାଙ୍କ ଠକେଇ ମାମଲାରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ।ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା ଗିରଫ।୩ କୋଟି ୭୦ ଲକ୍ଷ ଠକେଇ ମାମଲାରେ ଗିରଫ କଲା EOW।ଛତିଶଗଡ଼ ରାୟପୁରରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା EOW।


error: Content is protected !!