ଆଜି ପୁରୀ ଆସିବେ ଜଷ୍ଟିସ ଅରିଜିତ୍ ପଶାୟତ


ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପଶାୟତ।ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ଅଧ୍ୟକ୍ଷ।ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଛି ୧୨ଜଣିଆ କମିଟି।ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ, ୨ଟାରେ ହେବ ବୈଠକ।


error: Content is protected !!