ମେଣ୍ଟକୁ ନେଇ BJD ବିଧାୟକ ନୃସିଂହ ଚରଣ ସାହୁଙ୍କ ମନ୍ତବ୍ୟ


ମେଣ୍ଟକୁ ନେଇ BJD ବିଧାୟକ ନୃସିଂହ ଚରଣ ସାହୁଙ୍କ ମନ୍ତବ୍ୟ।ମେଣ୍ଟ ହେଉକି ନ ହେଉ ବିଜେଡି ୧୧୦ରୁ ଅଧିକ ସିଟ୍‌ ଜିତିବ।ମେଣ୍ଟ ବାବଦରେ ଶୁଣୁଛୁ, ଚୂଡ଼ାନ୍ତ ନିଷ୍ପତ୍ତି CM ନେବେ।ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ BJD ରାଜି ହୋଇଛି।ମେଣ୍ଟ ହେଲେ କିଛି ଲୋକଙ୍କ ଟିକେଟ କଟିବ, କେହି ବିଦ୍ରୋହୀ ହେବେନି।


error: Content is protected !!