ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ପୂର୍ବତନ ଜଜ୍‌ ଜଷ୍ଟିସ ଅରିଜିତ ପଶାୟତ


ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ପୂର୍ବତନ ଜଜ୍‌ ଜଷ୍ଟିସ ଅରିଜିତ ପଶାୟତ।ରତ୍ନଭଣ୍ଡାର ଅନୁଧ୍ୟାନ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।ପତ୍ନୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ କଲେ ଜଷ୍ଟିସ ପଶାୟତ।ଆଜି ଅପରାହ୍ନରେ ବସିବ ରତ୍ନଭଣ୍ଡାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ।


error: Content is protected !!