BJD MLA ନୃସିଂହ ସାହୁଙ୍କ ପ୍ରତିକ୍ରିୟା।୧୧୦ରୁ ଅଧିକ ସିଟ୍‌ରେ ଜିତିବ BJD: ନୃସିଂହ।ମେଣ୍ଟ ହେଉ ବା ନହେଉ ୧୧୦ ସିଟ୍‌ରେ ଜିତିବା ଟାର୍ଗେଟ।ଓଡ଼ିଶାର ସ୍ବାର୍ଥ ପାଇଁ BJD ମେଣ୍ଟ କରିବାକୁ ଆଗ୍ରହୀ।ମେଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦଳ ମାନିବ।


error: Content is protected !!