ଆଜି ରାଜ୍ୟ କ୍ୟାବିନେଟ ବୈଠକ


ଆଜି ରାଜ୍ୟ କ୍ୟାବିନେଟ ବୈଠକ।ଅପରାହ୍ନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟ୍ ମୋହର।ସନ୍ଧ୍ୟା ୭ରେ ସାମ୍ବାଦିକ ସମ୍ମିଳନୀ କରିବେ ମୁଖ୍ୟ ଶାସନ ସଚିବ।


error: Content is protected !!