ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ


👉ବଡ଼ ଖବର-ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ।

👉ବଡ ଦେଉଳରୁ ପଥର ଖସିବା ଘଟଣା

👉ଶ୍ରୀମନ୍ଦିରରେ ପହଞ୍ଚି ଏଏସଆଇ ଟିମର ଅନୁଧ୍ୟାନ।

👉ଏଏସଆଇ ସୁପରିଟେଣ୍ଡଣ୍ଟ କରୁଛନ୍ତି ଅନୁଧ୍ୟାନ।

👉ପଥରଟିର ଓଜନ ରହିଛି ୩ରୁ ୪ କିଲୋଗ୍ରାମ।

👉ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ: ଏଏସଆଇ।

👉ରାସାୟନିକ ପ୍ରଲେପ ଦେଇ ମରାମତି କରାଯିବ।

👉ପଥର ଦୁର୍ବଳ ଯୋଗୁ ମାଙ୍କଡ ଡେଇଁ ଖସାଇ ଥିବା ଅନୁମାନ।


error: Content is protected !!