ଇବ୍‌ ନଦୀରେ ଭାସି ୩ ନାବାଳକ ନିଖୋଜ


ସୁନ୍ଦରଗଡ଼: ଇବ୍‌ ନଦୀରେ ଭାସି ୩ ନାବାଳକ ନିଖୋଜ।ପରିବାର ସହ ଭୋଜି କରିବାକୁ ଆସିଥିବା ବେଳେ ଭାସିଗଲେ।ସୁନ୍ଦରଗଡ଼ ସହର ସେମିନାରେ ଘଟିଛି ଏହି ଅଭାବନୀୟ ଘଟଣା।ଚୋରାବାଲି ଥିବାରୁ ୩ ନାବାଳକ ଫସିଯାଇଥିବା ଅନୁମାନ।ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି।


error: Content is protected !!