ମୋଷ୍ଟ ୱାଣ୍ଟେଡ କାଶିଆ ଗ୍ୟାଙ୍ଗ ଗିରଫ


୫ କୁଖ୍ୟାତ ଡକାୟତକୁ ଗିରଫ କଲା ବଡ଼ଗଡ଼ ପୋଲିସ।ପାତ୍ର ଇଲେକ୍ଟ୍ରୋନିକ୍ସରୁ ଚୋରି ପାଇଁ ଯୋଜନା ଚଳାଇଥିଲେ।ବାସୁଆଘାଇ ଅଞ୍ଚଳରେ ଯୋଜନା ବେଳେ ଧରିଲା ପୋଲିସ।କଟୁରି, ଚାପଡ଼, ଲୁହା ରଡ୍‌, ୫ଟି ମୋବାଇଲ ଜବତ।୫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଅଛି ମାମଲା।


error: Content is protected !!