ଆଉ ୨୨ଟା ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ରାଜ୍ୟର ୧୩ ଜିଲ୍ଲାରେ ୨୨ଟି ନୂଆ NAC ଘୋଷଣା।ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣାକଟକ, ବାଉଁଶୁଣୀକୁ NAC ମାନ୍ୟତା।ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡ଼ର ସୋହେଲା NAC।ବାଲେଶ୍ବରର ବାଲିଆପାଳ, ଖଇରା ଓ ଭଦ୍ରକର ଧାମରା ନୂଆ NAC।ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ ନୂଆ NAC।କଳାହାଣ୍ଡିର ନର୍ଲା, ଏମ୍‌.ରାମପୁର ଓ ଖୋର୍ଦ୍ଧାର ବୋଲଗଡ NAC।ନୟାଗଡ଼ର ଶରଣକୂଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର NAC।ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା; ସୁବର୍ଣ୍ଣପୁରର ସୁବଳୟା, ଉଲୁଣ୍ଡା, ରାମପୁର।ଭଞ୍ଜନଗର NAC ମ୍ୟୁନିସିପାଲିଟିକୁ ଉନ୍ନୀତ ହେଲା।


error: Content is protected !!