ମେଣ୍ଟ ଚର୍ଚ୍ଚା BJP ବିଧାୟକଙ୍କ ପ୍ରତିକ୍ରିୟା


ମେଣ୍ଟ ଚର୍ଚ୍ଚା,BJP ବିଧାୟକଙ୍କ ପ୍ରତିକ୍ରିୟା।BJP ବିଧାୟକ ପ୍ରକାଶ ସୋରେନଙ୍କ ପ୍ରତିକ୍ରିୟା।ଶୀର୍ଷ ଏବଂ କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବେ।ଦିଲ୍ଲୀ ନେତୃତ୍ବଙ୍କ ଉପରେ ସବୁ ନିର୍ଭର କରେ।ଘରର ମୁରବି ବାପା , ପରିବାର ଭଲ ପାଇଁ ଚିନ୍ତା କରିବେ।ଯାହା ନିଷ୍ପତ୍ତି ନେବେ ପରିବାରର ଭଲ ପାଇଁ ହିଁ ନେବେ।ଦଳ ସିଦ୍ଧାନ୍ତ ନେଉଛି ଏବଂ ଦଳ ସିଦ୍ଧାନ୍ତ ଶିରୋଧାର୍ଯ୍ୟ।


error: Content is protected !!