ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଡ଼କ ଦୁର୍ଘଟଣା


ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଡ଼କ ଦୁର୍ଘଟଣା ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କର ସୁସ୍ଥତା କାମନା କରିବା ସହିତ ଆଶୁ ଆରୋଗ୍ୟ ପାଇଁ ମା ସମଲେଶ୍ବରୀଙ୍କ ନିକଟରେ ପ୍ରାଥନା କରିଛନ୍ତି ବୈଜୟନ୍ତ ପଣ୍ଡା।


error: Content is protected !!