ଦୋଳପୂର୍ଣିମା ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସଂକୀର୍ତ୍ତନ


ଦୋଳପୂର୍ଣିମା ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସଂକୀର୍ତ୍ତନ । ସିଂହଦ୍ୱାରରେ ବେଦପାଠ ସହ ପ୍ରତିଦିନ ସନ୍ଧ୍ୟାରେ ଓଡଗଶୀ ମାହାରୀ ନୃତ୍ୟ ପରିବେଷଣ ହେବ । ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।


error: Content is protected !!