ହାଇକୋର୍ଟ ଗଲେ ସୋମାଲିକା


ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ।ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ।ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ମାମଲା ଦାୟର।ତଦନ୍ତରେ ଶିଥିଳତା ଅଭିଯୋଗରେ ମାମଲା ଦାୟର।ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ସତ୍ତ୍ୱେ ତଦନ୍ତ ହେଉ ନଥିବା ଅଭିଯୋଗ।


error: Content is protected !!